how to claim for rejected application pmfby 2022 ନିଜର ରିଜେକ୍ଟ କିମ୍ବା ପେଣ୍ଡିଙ୍ଗ ବୀମା ପାଇଁ କ୍ଲେମ କରି ପାରିବେ

how to claim for rejected application pmfby 2022 




ଫସଲ ବୀମା ରେ ଯଦି ଆପଣ ଆବେଦନ କରିଛନ୍ତି ଆଉ ଆପଣଙ୍କ ଟଙ୍କା ପାଇ ନାହାନ୍ତି ତାହେଲେ ଆପଣ ଆଜି ଏହି ପୋଷ୍ଟ କୁ ନିଶ୍ଚୟ ପଢନ୍ତୁ 


ଏହି ପୋଷ୍ଟ ରେ ଆପଣ ଦେଖିବାକୁ ପାଇବେ କି କିପରି ବିଗତ ବର୍ଷ ରେ ରିଜେକ୍ଟ ହୋଇଥିବା ଫସଲ ବୀମା କୁ କ୍ଲେମ କରିବେ 








ତଳେ ଦିଆଯାଇଥିବା,mail id ରେ ଆପଣଙ୍କ ର ଥିବା ଫସଲବୀମା ର ସମସ୍ତ ଅସୁବିଧା ,ସମ୍ପୂର୍ଣ୍ଣ ତଥ୍ୟ ସହିତ ପଠାନ୍ତୁ ।।

Mail Body ରେ ଆପଣଙ୍କ ଆସୁବିଧା ,
ସମ୍ପୂର୍ଣ୍ଣ ଲେଖନ୍ତୁ , ଯଦି ଆପଣ ଆଗରୁ mail କରିଛନ୍ତି,ତେବେ ସେହି mail କୁ ଆଉ ଥରେ forward କରନ୍ତୁ ଏହି ସବୁ mail id ଦେଇ ,ଆପଣଙ୍କ ଅସୁବିଧା ପଠାନ୍ତୁ ।।

ଆପଣଙ୍କ NAME, MOBILE NUMBER ,ଜିଲ୍ଲା ଦେବାକୁ ଭୁଲିବେ ନାହିଁ ।।

To: ro.bhubaneswar@aicofindia.com
fasalbima@aicofindia.com

Cc:
cropins.odisha@gov.in
cropinsodisha@gmail.com
anit.kumar@csc.gov.in
jitendra.rout@csc.gov.in

ଏଥି ସହିତ ନିଜ ଜିଲ୍ଲା ର collector ଙ୍କୁ ମଧ୍ୟ mail ରେ ରଖିବେ ।।

ଧନ୍ୟବାଦ


ଉଦାହରଣ ସ୍ୱରୂପ -  

Hello Sir........This is the claim request  of  Farmer named Mrs. NAME W/O - NAME who applied for PMFBY crop insurance in the Year of 2021 of KHARIF SEASON. She is the Farmer and the daughter in law  of the Family of NAME  by the genealogy. It seems that the application which is  applied last year has been rejected due to no reason. So Her  application  Reciept No  is 040121216118024611805 has been rejected without any issue. So She requested to please check the application details and take a necessary action for the same. The information is mentioned below -and attached some soft copy regarding the same. 

FARMER NAME - NAME 
HUSBAND NAME - NAME
AT-VILLAGE PO- POST GP- PANCHAYAT  VIA- VIA PS- POLICE STATION ODISHA PINCODE
MOBILE NUMBER - 1234567890

The above mentioned information is sent to the Collector of Kalahandi also. 

  • ଆପଣ ନିଜ ବୀମା ରାଶି ପାଇବା ପାଇଁ ନିଜ ମୋବାଇଲ ରେ କିମ୍ବା କମ୍ପ୍ୟୁଟର ରେ ନିଜର gmail କୁ ଓପନ କରିବେ 

  • gmail ରେ compose ଅପସନ ଉପରେ କ୍ଳିକ କରିବେ 

  • ତାପରେ to କିମ୍ବା receipent ଜାଗାରେ ଆପଣ ଯେଉଁ ବୀମା କମ୍ପାନୀ କୁ  mail ପଠେଇବେ ସେହି କମ୍ପାନୀ ର mail id enter କରନ୍ତୁ 

  • ତାପରେ subject ଜାଗାରେ ଆପଣଙ୍କ ଅସୁବିଧା କୁ 1000 ଶବ୍ଦ ମଧ୍ୟରେ ଲେଖନ୍ତୁ 

  • ତଳେ ଚାଷୀଙ୍କ ନାମ , ପିତା କିମ୍ବା ସ୍ୱାମୀଙ୍କ ନାମ , ମୋବାଇଲ ନମ୍ବର , ଠିକଣା ଲେଖନ୍ତୁ 

  • ତାପରେ ନିଜର ଯେତେ ଡକ୍ୟୁମେଣ୍ଟ ଅଛି ସେ ସବୁ କୁ ଅପଲୋଡ଼ କରି send button ଉପରେ କ୍ଲିକ କରନ୍ତୁ 



ଆପଣ ଏମିତି ନିଜର ରିଜେକ୍ଟ କିମ୍ବା ପେଣ୍ଡିଙ୍ଗ ବୀମା ପାଇଁ କ୍ଲେମ କରି ପାରିବେ 


ଯଦି ଏହି ପୋଷ୍ଟ ମାଧ୍ୟମରେ କିଛି ଶିଖି ପାରିଛନ୍ତି ତାହେଲେ ଆମ ୟୁଟୁବ ଚେନେଲ କୁ ମଧ୍ୟ subscribe କରନ୍ତୁ ଓ ପାଖରେ ଥିବା ଘଣ୍ଟି  icon କୁ ମଧ୍ୟ ପ୍ରେସ କରି ଦିଅନ୍ତୁ 


ଆଉ ଯଦି କିଛି ଅଧିକ ଜାଣିବାକୁ ଚାହାନ୍ତି ତାହେଲେ ଆମ ସହିତ ଯୋଗାଯୋଗ କରନ୍ତୁ  -

 

whatsapp - 7894355305


ଏହି ପୋଷ୍ଟ କୁ ପଢି ଥିବାରୁ ଆପଣଙ୍କୁ ଧନ୍ୟବାଦ 

Post a Comment

0 Comments