PMFBY NEW UPDATE PRADHAN MANTRI FASAL BIMA NEW UPDATE 2022 ODISHA
ବଲାଙ୍ଗୀର ଜିଲ୍ଲା ର କୃଷି ବୀମା ପାଇବାକୁ ଥିବା ଗ୍ରାମ ପଞ୍ଚାୟତ ମଧ୍ୟରୁ (AIC) ଆଗ୍ରିକଲଚର ଇନ୍ସୁରେନ୍ସ କମ୍ପାନୀ ନିମ୍ନ ଲିଖିତ ବ୍ଲକ ଗୁଡିକର 19 ଟି ଗ୍ରାମ ପଞ୍ଚାୟତ କୁ ଚଳିତ ମାସ 31 ଅଗଷ୍ଟ ସୁଦ୍ଧା ବୀମା ରାଶି ଚାଷୀ ମାନଙ୍କୁ ଦେବାର ସୂଚନା ମିଳିଛି
ବାକି ଥିବା ସମସ୍ତ 103 ଗ୍ରାମ ପଞ୍ଚାୟତ କୁ ବୀମା ରାଶି ପାଇଁ ରାଜ୍ୟ (STC) କମିଟି କମ୍ପାନୀ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି
କିନ୍ତୁ AIC କମ୍ପାନୀ କେନ୍ଦ୍ର ସରକାର TAC କମିଟି ଠାରେ ଅପିଲ କରିଥିବାର ଜାଣିବାକୁ ମିଳିଛି
ଏଣୁ କମ୍ପାନୀ ର ଟାଲଟୁଲ ନୀତି ପାଇଁ ଆସନ୍ତା 26/8/22 ଶୁକ୍ରବାର ଦିନ ଭୁବନେଶ୍ୱର ସ୍ଥିତ AIC ଅଫିସ ଘେରାଓ ପାଇଁ ପ୍ରସ୍ତୁତି ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘ ଚଳେଇଛନ୍ତି
ଟଙ୍କା ପାଇବାକୁ ଥିବା ବ୍ଲକ ଓ ଗ୍ରାମ ପଞ୍ଚାୟତ ର ତାଲିକା
So No Block Name GP Name
1 AGALPUR SALEBHATA
2 BALANGIR CHANDANBHATI
3 BELPADA BEHERAMUNDA
4 MANDAL
5 DHUMABHATA
6 LOISINGHA G S DUNGURIPALI
7 SARGAD
8 MURIBAHAL BELPADAR
9 PATNAGARH BALIPATA
10 BARPADAR
11 BATHARLA
12 BHAINSA
13 GHASIAN
14 KHUNTASAMALEI
15 KHURSEL
16 ULBA
17 PUINTALA DUGAPALI
18 SAINTALA AMBAPALI
19 KANSAR
କମ୍ପାନୀ ଯେଉଁ GP ମାନଙ୍କୁ ନେଇ TAC ପାଖରେ ଅପିଲ କରିଛି ତାହାର ତାଲିକା
0 Comments