ନମସ୍କାର ବନ୍ଧୁ ଗଣ , ସ୍ୱାଗତ କରୁଛି ଆଜିର ଏକ ନୂଆ ଅପଡେଟ କୁ ଆମ ୟୌତୁବେ ଚେନେଲ technodigi gyan ରେ 


ଆଜି ଆପଣ ମାନଙ୍କ ପାଇଁ ଯେଉଁ ଅପଡେଟ ଟି ରହିଛି , ସେଇଟା ହେଉଛି ଯେ  ଯେ ସବୁ ଗାଡି ରେ ଲାଗିବ ଟ୍ରାକିଙ୍ଗ ଡିଭାଇସ ଓ ପେନିକ ବଟନ 

ଭୁବନେଶ୍ୱର ରେ ରହିବ ଏହାର କଣ୍ଟ୍ରୋଲ ରୁମ , ଧାର୍ଯ୍ୟ ହେଇଛି ସମୟ ସୀମା ତେବେ କଣ ରହିଛି ଏହି ସମ୍ପୂର୍ଣ୍ଣ ଅପଡେଟ ଟି ଚାଲନ୍ତୁ ଦେଖିବା 


ଏମିତି ଭିଡିଓ ର ଅପଡେଟ ପାଇବା ପାଇଁ ଶବସକ୍ରାଇବ କରନ୍ତୁ ଆମର ୟୌତୁବେ ଚେନେଲ technodigi gyan କୁ ଆଉ ପାଖରେ ଥିବା ନୋଟିଫିକେସନ ଦବେଇ ଅଳ ଉପରେ କ୍ଲିକ କରନ୍ତୁ 

ଏଣିକି ସବୁ ଗାଡ଼ିରେ ଲାଗିବ ଟ୍ରାକିଙ୍ଗ ଡିଭାଇସ ଓ ପେନିକ ବଟନ  

ଗାଡିର ବେଗ ଠାରୁ ଆରମ୍ଭ କରି ଲୋକେସନ ପର୍ଯ୍ୟନ୍ତ ସବୁ କିଛି ଜାଣି ହେବ 

ଭୁବନେଶ୍ୱର ରେ ରହିବ କଣ୍ଟ୍ରୋଲ ରୁମ 

ତିନି ଚକିଆ ଯାନ କୁ ଛାଡି ଅନ୍ୟ ସମସ୍ତ ମାଲବାହୀ ଓ ଯାତ୍ରୀ ବାହି ଗାଡ଼ିରେ ଏହି ବ୍ୟବସ୍ଥା ରହିବ 

ଗାଡିର ଅବସ୍ଥିତି ନେଇ ସୂଚନା ଦେବ ଟ୍ରେକିଙ୍ଗ ଡିଭାଇସ 

କେବଳ ସେତିକି ନୁହେଁ ପେନିକ ବଟନ ମଧ୍ୟ ଚାଳକଙ୍କୁ ଗୁରୁତ୍ୱପୂର୍ଣ ସନ୍ଦେଶ ଦେବ

କୌଣସି ଦୁର୍ଘଟଣା ଘଟିଲେ କିମ୍ବା ଯାତ୍ରୀଙ୍କର କୌଣସି ଅସୁବିଧା ହୁଏ ତେବେ ଯାତ୍ରୀ ପେନିକ ବଟନ ଦବେଇବା ଦ୍ୱାରା ଏହା କଣ୍ଟ୍ରୋଲ ରୁମ କୁ ଜଣା ପଡିଯିବ

ଡିସେମ୍ବର 31 2022 ପୂର୍ବରୁ କିଣା ଯାଇଥିବା ଗାଡି ଗୁଡି଼କ ପାଇଁ ସମୟ ସୀମା ଧାର୍ଯ୍ୟ କରା ଯାଇଛି 

31 ମାର୍ଚ୍ଚ 2023 ସୁଦ୍ଧା ଗାଡ଼ିରେ ଏହି ଡିଭାଇସ ଲଗାଇବାକୁ ଚାଳକ ବାଧ୍ୟ ବୋଲି ଜାରି ହୋଇଥିବା ବିଜ୍ଞପ୍ତିରେ କୁହା ଯାଇଛି 

2023 ରେ କିଣା ଯିବାକୁ ଥିବା ଗାଡ଼ିରେ ରେଜିଷ୍ଟ୍ରେସନ ପୂର୍ବରୁ ଏହି ଡିଭାଇସ ଲାଗିଥିବା ଜରୁରୀ 

ଏ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରା ଯାଇଛି 

ଏଣିକି ସବୁ ବଡ ଗାଡ଼ିରେ ଲାଗିବ ପେନିକ ବଟନ ଓ ଟ୍ରାକିଙ୍ଗ ଡିଭାଇସ 

ତ ସାଙ୍ଗମାନେ ଏହା ଥିଲା ଆପଣ ମାନଙ୍କ ପାଇଁ ଏକ ଅପଡେଟ 

ଯଦି ଆପଣଙ୍କୁ ଏହି ଅପଡେଟ ଟି ଭଲ ଲାଗିଥାଏ ତାହେଲେ ଭିଡିଓ କୁ ଲାଇକ କରି ଦିଅନ୍ତୁ 

ଭିଡିଓ କୁ ସାଙ୍ଗ ମାନଙ୍କୁ ସେୟାର କରି ଜଣାନ୍ତୁ ଆଉ ଯଦି ଆପଣ ଆମ ଚେନେଲ କୁ ପ୍ରଥମ କରି ଦେଖୁ ଥାନ୍ତି ତାହେଲେ ଆମ ଚେନେଲ କୁ ଶବସକ୍ରାଇବ କରି ଅଳ ନୋଟିଫିକେସନ ଉପରେ କ୍ଲିକ କରି ଦିଅନ୍ତୁ 

ଯେପରି ଯେକୌଣସି ଭିଡିଓ ଆମେ ଅପଲୋଡ଼ କରିବୁ ଆପଣ ପ୍ରଥମେ ଦେଖି ପାରିବେ 

thank you for watching 

Post a Comment

0 Comments